ଓଡ଼ିଶା ହାତରୁ ଖସିଗଲାଣି ସୀମାନ୍ତ ଗାଁ : ଆନ୍ଧ୍ର କବ୍‌ଜାରେ ଜୁମଡ଼ାଙ୍ଗ

ମୌଳିକ ସୁବିଧା ଯୋଗାଉଛି ଆନ୍ଧ୍ର ମାଲକାନଗିରି : କୋରାପୁଟ ଜିଲ୍ଲାର କୋଟିଆ ଭଳି ମାଲକାନଗିରି ଜିଲ୍ଲାର ଜୁମଡ଼ାଙ୍ଗକୁ ନିଜ ଅକ୍ତିଆରକୁ ନେଇ ସାରିଲାଣି ଆନ୍ଧ୍ର। ଚିତ୍ରକୋଣ୍ଡା ବ୍ଲକ ଧୂଳିପୁଟ ପଞ୍ଚାୟତର ଏହି ସୀମାନ୍ତ ଗାଁ ଏବେ କେବଳ କାଗଜପତ୍ରରେ ଓଡ଼ିଶା ଅଧୀନରେ ରହିଛି। ଓଡ଼ିଶା ସରକାରଙ୍କ ଯୋଜନାର କୌଣସି ଚିହ୍ନବର୍ଣ୍ଣ ଏଠାରେ ନଥିବା ବେଳେ ଆନ୍ଧ୍ରର ସବୁ ଯୋଜନା କାର୍ଯ୍ୟକାରୀ ହୋଇଥିବା ଦେଖିବାକୁ ମିଳୁଛି। ଏମିତି ଷଡ଼ଯନ୍ତ୍ର କରାଯାଇଛି ଯେ, … Continue reading ଓଡ଼ିଶା ହାତରୁ ଖସିଗଲାଣି ସୀମାନ୍ତ ଗାଁ : ଆନ୍ଧ୍ର କବ୍‌ଜାରେ ଜୁମଡ଼ାଙ୍ଗ